Wednesday, August 19, 2026
ADVERTISEMENT
Home ଜାତୀୟ ଲାଞ୍ଚ ନେଇ ଗିରଫ ହୋଇଛନ୍ତି (ଇଡି)ର ଦୁଇ ଅଧିକାରୀ।

ଲାଞ୍ଚ ନେଇ ଗିରଫ ହୋଇଛନ୍ତି (ଇଡି)ର ଦୁଇ ଅଧିକାରୀ।

104
ADVERTISEMENT

ନୂଆଦିଲ୍ଲୀ,o୩/୧୧ (ଡି.ଏଚ ବ୍ୟୁରୋ):-ଲାଞ୍ଚ ନେଇ ଗିରଫ ହୋଇଛନ୍ତି (ଇଡି)ର ଦୁଇ ଅଧିକାରୀ। ରାଜସ୍ଥାନ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ଗୁରୁବାର ମଣିପୁରର ଇମ୍ଫାଲରେ ନିଯୁକ୍ତ ଇଡି ଅଧିକାରୀ ନୱାଲ କିଶୋର ମୀନା ଏବଂ ଜୟପୁରର ତାଙ୍କ ସହଯୋଗୀ ବାବୁଲାଲ ମୀନାଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଏଥିସହ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ବିଭିନ୍ନ ଠିକଣାରେ ଚଢାଉ ଜାରି କରିଛି ।

Advertisement