Wednesday, August 19, 2026
ADVERTISEMENT
Home ଜାତୀୟ ବାଂଲାଦେଶରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ।

ବାଂଲାଦେଶରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ।

132
ADVERTISEMENT

ନୂଆଦିଲ୍ଲୀ,୨୫/୧୦(ଡି.ଏଚ ବ୍ୟୁରୋ):-ବାଂଲାଦେଶରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି । ଢାକା ଡିଭିଜନ୍ର କିଶୋରଗଞ୍ଜ ଜିଲ୍ଲା ଭୈରବ ରେଳ ଷ୍ଟେସନ୍ରେ ଏକ ମାଲବାହି ଟ୍ରେନ୍ ଏକ ଯାତ୍ରୀବାହି ଟ୍ରେନ୍କୁ ପଛରୁ ଧକ୍କା ଦେବା ଫଳରେ ଯାତ୍ରୀବାହି ଟ୍ରେନ୍ର ଦୁଇଟି ବଗି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଅନେକ ଯାତ୍ରୀ ସେହି ବଗି ଗୁଡ଼ିକ ମଧ୍ୟରେ ଚାପି ହୋଇ ଯାଇଥିଲେ।

Advertisement