Saturday, August 22, 2026
ADVERTISEMENT
Home ଜାତୀୟ ଦୁଇ ଜଣ ଠିକାଦାରଙ୍କ ଘରୁ ୪୨ କୋଟି ଟଙ୍କାରୁ ଅଧିକ ଟଙ୍କା ଜବତ ।

ଦୁଇ ଜଣ ଠିକାଦାରଙ୍କ ଘରୁ ୪୨ କୋଟି ଟଙ୍କାରୁ ଅଧିକ ଟଙ୍କା ଜବତ ।

117
ADVERTISEMENT

ବେଙ୍ଗାଲୁରୁ,୧୪/୧୦(ଡି.ଏଚ ବ୍ୟୁରୋ):-କର୍ଣ୍ଣାଟକ ବେଙ୍ଗାଲୁରୁର ବିଏସ୍ଆର୍ ଇନଫ୍ରାଟେକ୍ ଏବଂ ଷ୍ଟାର୍ ଇନଫ୍ରାଟେକ୍ ଠିକାଦାରୀ ସଂସ୍ଥାର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢ଼ଉ l ଚଢ଼ଉ ବେଳେ ଦୁଇ ଜଣ ଠିକାଦାରଙ୍କ ଘରୁ ୪୨ କୋଟି ଟଙ୍କାରୁ ଅଧିକ ଟଙ୍କା ସହ ସନ୍ଦିଗ୍ଧ କାଗଜପତ୍ର ଓ ଡିଜିଟାଲ ସାମଗ୍ରୀ ଜବତ ହୋଇଛି ।

Advertisement