Saturday, August 22, 2026
ADVERTISEMENT
Home ଜାତୀୟ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିସନ।

ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିସନ।

131
ADVERTISEMENT

ନୂଆଦିଲ୍ଲୀ,୩୦/୯(ଡି.ଏଚ ବ୍ୟୁରୋ):-ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ବିଭାଗ ଦାୟିତ୍ବରୁ ମୁକ୍ତ କରିବା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିସନ। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଥିବାରୁ ସିଇଓଙ୍କୁ ଅଧିକ ଧ୍ୟାନ ଦେବାକୁ ହେବ। ଏଥିପାଇଁ ଯଦି ସିଇଓ ଅନ୍ୟ କୌଣସି ଦାୟିତ୍ବରେ ରହିଥାନ୍ତି ତାହାଲେ ତାଙ୍କୁ ତୁରନ୍ତ ଦାୟିତ୍ବ ମୁକ୍ତ କରିବାକୁ ନିର୍ବାଚନ କମିସନ ନିର୍ଦେଶ ଦେଇଛନ୍ତି।

Advertisement