Thursday, August 20, 2026
ADVERTISEMENT
Home ଜାତୀୟ ଗୁଜରାଟର ଅହମଦାବାଦ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l

ଗୁଜରାଟର ଅହମଦାବାଦ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l

329
ADVERTISEMENT

ଅହମଦାବାଦ,୧୨/୮(ଡି.ଏଚ୍ ବ୍ୟୁରୋ):-ଗୁଜରାଟର ଅହମଦାବାଦ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ସ୍ଥାନୀୟ ବାବଲା – ବଗୋଦରା ରାଜପଥରେ ଠିଆ ହୋଇଥିବା ଟ୍ରକ୍ କୁ ଏକ ମିନି ଟ୍ରକ୍ ଧକ୍କା ଦେବା ଫଳରେ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ମହିଳା, ୩ ଶିଶୁ ଏବଂ ୨ ଜଣ ପୁରୁଷ ଥିବାବେଳେ ଟ୍ରକ୍ ରେ ମୋଟ୍ ୨୩ ଜଣ ତୀର୍ଥଯାତ୍ରୀ ଥିଲେ।

Advertisement