Friday, October 16, 2026
ADVERTISEMENT
Home ଆଞ୍ଚଳିକ ଅକ୍ସିଜେନ ସିଲିଣ୍ଡର ବିସ୍ପୋରଣ,୨ଶ୍ରମିକଙ୍କ ଆଖି ନଷ୍ଟ ।

ଅକ୍ସିଜେନ ସିଲିଣ୍ଡର ବିସ୍ପୋରଣ,୨ଶ୍ରମିକଙ୍କ ଆଖି ନଷ୍ଟ ।

136
ADVERTISEMENT

ବଡ଼ବିଲ,୧୬/୫(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଚମ୍ପୁଆବସ୍ତିରେ ଥିବା ପିଲେଟ୍ କାରଖାନାରେ ଦୁର୍ଘଟଣା ଘଟିଛି। ଅକ୍ସିଜେନ୍ ସିଲିଣ୍ଡର ଅନଲୋଡ୍ ବେଳେ ସିଲିଣ୍ଡର ଫାଟି କମ୍ପାନିର ଜଣେ କର୍ମଚାରୀଙ୍କ ସମେତ ଦୁଇଜଣ ଠିକା ଶ୍ରମିକଙ୍କ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି l

Advertisement