Saturday, October 17, 2026
ADVERTISEMENT
Home ଆଞ୍ଚଳିକ ସିମେଣ୍ଟ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ l

ସିମେଣ୍ଟ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ l

161
ADVERTISEMENT

ମାଛକୁଣ୍ଡ,୦୨/୫(ଡି.ଏଚ ବ୍ୟୁରୋ):-ସିମେଣ୍ଟ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ l କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସର ନୂଆପୁଟ ନଦୀ ଘାଟ ନିକଟରେ ଚଢ଼ଉ ବେଳେ ୫୦୨ କିଲୋଗ୍ରାମ ଓଜନର ଗଞ୍ଜେଇ ସହ ଟ୍ରକ ଜବତ।ଏବଂ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ଥିବାବେଳେ ଜବତ ଗଞ୍ଜେଇର ଅନୁମାଲିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Advertisement