Thursday, October 1, 2026
ADVERTISEMENT
Home ଆଞ୍ଚଳିକ ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଛତିଆ ନିକଟରେ ଟ୍ରକ୍ ଧକ୍କାରେ ଦୁଇ ଜଣ...

ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଛତିଆ ନିକଟରେ ଟ୍ରକ୍ ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ।

153
ADVERTISEMENT

ଯାଜପୁର,୧୬/୧୦(ଡି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଛତିଆ ନିକଟରେ ଟ୍ରକ୍ ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ । ଦୁଇ ମହିଳାଙ୍କୁ କାର ରେ ଛାଡି କାର ଡ୍ରାଇଭର ହ୍ୟାଣ୍ଡବ୍ରେକ୍ ନପକାଇ ବାହାରକୁ ଯାଇଥିଲେ । ଠିକ୍ ଏହି ସମୟରେ ଗାଡିଟି ରାସ୍ତାରେ ଗଡିବାକୁ ଲାଗିଥିଲା । ଯାହାଫଳରେ ଦୁଇ ଜଣ ମହିଳା ଗାଡିରୁ ଡେଇଁବାକୁ ଉଦ୍ୟମ କରିଥିଲେ । ହେଲେ ପଛରୁ ଆସୁଥିବା ଏକ ଟ୍ରକ ଉଭୟ ମହିଳାଙ୍କ ଉପରେ ମାଡି ଯାଇଥିଲା ।

Advertisement