Thursday, October 1, 2026
ADVERTISEMENT
Home ଆଞ୍ଚଳିକ ବାଲେଶ୍ୱର ଜିଲ୍ଲା ହଲଦିପଦା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ଡ୍ରେନରେ ଓଲଟିଲା ଯାତ୍ରୀବାହି ବସ୍।

ବାଲେଶ୍ୱର ଜିଲ୍ଲା ହଲଦିପଦା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ଡ୍ରେନରେ ଓଲଟିଲା ଯାତ୍ରୀବାହି ବସ୍।

178
ADVERTISEMENT

ବାଲେଶ୍ୱର,୧୩/୧୦(ଡି.ଏଚ୍ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ହଲଦିପଦା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ଡ୍ରେନରେ ଓଲଟିଲା ଯାତ୍ରୀବାହି ବସ୍ । ଫଳରେ ଗାଡ଼ିରେ ଥିବା ୫୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଅଧିକ ସାମାନ୍ୟ ଆହତ ହେଇଛନ୍ତି । ଏବଂ ସ୍ଥାନୀୟ ପୋଲିସର ତଦନ୍ତ ଜାରି । ଉକ୍ତ ବସ ଟି ପଶ୍ଚିମବଙ୍ଗ କଲିକତାରୁ ରାଜକନିକା ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Advertisement