Thursday, October 1, 2026
ADVERTISEMENT
Home ଆଞ୍ଚଳିକ ଆଜି ପବିତ୍ର କୁମାର ପୂର୍ଣ୍ଣିମା।

ଆଜି ପବିତ୍ର କୁମାର ପୂର୍ଣ୍ଣିମା।

124
ADVERTISEMENT

ବ୍ରହ୍ମପୁର,୦୯/୧୦(ଡି.ଏଚ୍ ବ୍ୟୁରୋ):-ଆଜି ପବିତ୍ର କୁମାର ପୂର୍ଣ୍ଣିମା। କୁମାର ପୂର୍ଣ୍ଣିମାରେ ଗୀତଗାଇ ଚାନ୍ଦ ପୂଜା କରିବେ କୁମାରୀ ଝିଅମାନେ l ସେହିଭଳି ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମାରେ ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଏବଂ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ।

Advertisement