Thursday, October 1, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ର ପାଣିରେ ବୁଡ଼ି ନିଖୋଜ ଥିବା ନାବାଳକର ଆଜି...

ବ୍ରହ୍ମପୁର ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ର ପାଣିରେ ବୁଡ଼ି ନିଖୋଜ ଥିବା ନାବାଳକର ଆଜି ମୃତଦେହ ଉଦ୍ଧାର l

137
ADVERTISEMENT

ବ୍ରହ୍ମପୁର,୦୭/୧୦(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ର ପାଣିରେ ବୁଡ଼ି ନିଖୋଜ ଥିବା ନାବାଳକର ଆଜି ମୃତଦେହ ଉଦ୍ଧାର l ମୃତ ନାବାଳକ ଜଣକ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଅଞ୍ଚଳର ସଞ୍ଜୟ ଦାସ(୧୭) ବୋଲି ସୂଚନା ।

Advertisement