ବ୍ରହ୍ମପୁର ଜଗବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସ୍ବାଧୀନତା ଦିବସ ପାଳିତ ।

282
ADVERTISEMENT

ବ୍ରହ୍ମପୁର, ୧୫/୮ (ରେଜେସ ରଣା) : ବ୍ରହ୍ମପୁର ହରିଡ଼ାଖଣ୍ଡୀ ଛକ ନିକଟସ୍ଥ ଗବରଦ୍ଦନ ପେଟା ସାହିର ଜଗବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସି ଆର ସି ସି ଜୟସେନ ପ୍ରଧାନ, ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ । ଆଇନଜିବି ବି.ଦୁର୍ଗା ରାଓ,ଅସିତ ସାବତ,ପି ରାମା ରାଓ,ଅନିଲ କୁମାର ଚୌଧୁରୀ, କାଳିଆ ରେଢୀ,ଜନାର୍ଦନ, ମୋହନ ରାଓଙ୍କ ସମେତ ଯୁବ ସଂଘର ଶତାଧିକ ସଦସ୍ଯ ସହଯୋଗ କରିବା ସହ ପିଲାମାନଙ୍କୁ ମିଠା ବଣ୍ଟନ କରିଥିଲେ ।

Advertisement