କନ୍ଧମାଳ ଜିଲ୍ଲା ପ୍ରବଳ ବର୍ଷାରେ କାର ଦୁର୍ଘଟଣା ଗ୍ରସ୍ତ : ଆହତଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର

300
ADVERTISEMENT

କନ୍ଧମାଳ,୧୪/୮ (ଏଜେନସି) : ଆଜି ସକାଳୁ ଓଟିଇଟି ପରୀକ୍ଷା ଦେବାକୁ ଯାଉଥିଲେ ବାଲିଗୁଡ଼ାରୁ ୩ ଜଣ ମହିଳା ଫୁଲବାଣୀ ବାଲିଗୁଡାରାସ୍ତା ଫ୍ଲାଇଓଭର ଠାରେ ପ୍ରବଳ ବର୍ଷା ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବା ଫଳରେ ଗାଡ଼ିଟି ଗୋଟିଏ ଗଛକୁ ବାଡେଇ ହୋଇଥିଲା । ସ୍ଥାନୀୟ ଲୋକ ଜାଣିଲା ପରେ ଗାଡିରେ ବସିଥିବା ସ୍ତ୍ରୀ ଲୋକ ଓ ଡ୍ରାଇଭରଙ୍କୁ ସାରଙ୍ଗଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରୁ ଡାକ୍ତର ଫୁଲବାଣୀ ସ୍ଥାନାନ୍ତରିତ କରିଥିଲେ ।

Advertisement