ଗଞ୍ଜାମ,୧୮/୧୧ (ଡ଼ି.ଏଚ ବ୍ୟୁରୋ):-ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ୍ ଆଣି ବାଇକରେ ପକାଇବା ପଡିଲା ମାହାଙ୍ଗା । ଦୀପର ନିଆଁ ସଂସ୍ପର୍ଶରେ ଆସି ପୋଡ଼ି ହୋଇଗଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଗେରେଡ଼ା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ନାୟକ, ସ୍ତ୍ରୀ ମାଗି ନାୟକ ଓ ଝିଅ ଦୀପା । ସମସ୍ତ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ।

















