Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ମଦ ଜବତ ଦୁଇ ଗିରଫ

ମଦ ଜବତ ଦୁଇ ଗିରଫ

170
ADVERTISEMENT

କୁକୁଡାଖଣ୍ଡି,୧୩/୦୫(ଇ.ରଞ୍ଜନ): ସଦର ଥାନା ପୋଲିସ ଲକଡାଉନ ସମୟରେ ଚୋରାରେ ମଦ ବିକ୍ରି କରୁଥିବା ସମୟରେ ଦୁଇ ଜଣକୁ ଗିରଫ କରିଛି l କୁକୁଡାଖଣ୍ଡିର ବାବୁଲା ସାହୁ ଏବଂ ନିମଖଣ୍ଡୀର ପ୍ରତାପ ସାହୁ ଏହି ମାନେ ମଦ ବିକ୍ରି କରୁଥିବା ଖବର ପାଇ ସଦର ପୋଲିସ ଚଢ଼ାଉ କରିଥିଲା l ଏନେଇ ଥାନାରେ ଦୁଇଟି ଏକ୍ସାଇଜ୍ କେସ୍ ନମ୍ବର ୧୪୫/୨୧ ଏବଂ କେସ୍ ନଂ ୧୪୬/୨୧ ରୁଜୁ କରି ଉଭୟଙ୍କୁ ଗିରଫ କରିଛି l ସେମାନଙ୍କ ଠାରୁ ୨୫ ଲିଟର ମଦ ଜବତ କରାଯାଇଥିବା ସଦରଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା l

Advertisement