ବ୍ରହ୍ମପୁର,୧/୫(ସୁଦାମ ମହାରଣା):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଙ୍ଗାଧର ନାହାକଙ୍କ ମୃତ୍ୟୁ ହୋଇଯାଇଛି ।ସୂଚନା ଅନୁଯାୟୀ, ଗତସାତ ହେଲା ସେ ବ୍ରହ୍ମପୁର ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ହୋଉଥିବା ବେଳେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି ।ଏହି ଦୁଖଦ ଖବର ସୁନାଥର ପଞ୍ଚାୟତ ରେ ଶୋକର ଛାୟା ଖେଳିଇଦେଇଛି ।ତାଙ୍କର ଶବ ସ’ସ୍କର ବ୍ରହ୍ମପୁର ଠାରେ କରାଯାଇଥିବା ପରିବାର ବର୍ଗ ସୂଚନା ଦେଇଛନ୍ତି ।

















