Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଯୁବ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା।

ଯୁବ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା।

301
ADVERTISEMENT

କୁକୁଡ଼ାଖଣ୍ଡି,୨୫/୪ (ଇ ରଞ୍ଜନ):କୁକୁଡ଼ାଖଣ୍ଡି ବ୍ଲକର ଯୁବ ସମ୍ବାଦିକ ସ୍ବର୍ଗତ ଗୋବିନ୍ଦ ବେହେରାଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଆଙ୍କୁଶପୁର ସ୍ଥିତ ମା ବୁଢ଼ୀଘରା ଠାକୁରାଣୀ ମନ୍ଦିର ପରିସରରେ କୋଭିଡ଼ ଗାଇଡ଼ ଲାଇନ ଭିତରେ ଆୟୋଜନ ହୋଇଯାଇଛି।ଏହି ଶ୍ରଦ୍ଧାଞ୍ଜଳି ସଭା ଅବସରରେ କୁକୁଡାଖଣ୍ଡି ବ୍ଲକର ସମସ୍ତ ସାମ୍ବାଦିକ ବନ୍ଧୁ ଉପସ୍ଥିତ ରହି ସ୍ବର୍ଗତ ଗୋବିନ୍ଦ ବେହେରାଙ୍କ ସ୍ମୃତି ଉଧେଷ୍ୟରେ ଏକ ଶୋକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisement