ବାଲିଛାଇ ପୋଲିସ ଫାଣ୍ଡିର ନୂତନ ଗୃହର ଶଭୁ ଉଦଘାଟନ

165
ADVERTISEMENT

ପୋଲସରା,୦୭/୦୮(ଏଜେନସି) : ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଆଜି ପୋଲିସ ଫାଣ୍ଡିର ନୂତନ ଗୃହର ଶୁଭ ଉଦଘାଟନ ହୋଇଯାଇଛି l ଏହି ଉଦଘାଟନ ଉତ୍ସବରେ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଙ୍କ କରକମଳରେ ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର SDPO, ପୁରୁଷୋତ୍ତମପୁର SDPO, ଏବଂ ପୋଲସରା ବ୍ଲକ ଉପାଧ୍ୟକ୍ଷା ସମସ୍ତ ସରପଞ୍ଚ,ସମିତି ସଭ୍ୟ ଏବଂ ଗ୍ରାମ ବାସୀମାନେ ଉପସ୍ଥିତ ଥିଲେ ।

Advertisement