ବାଲିଗୁଡା ମିନି ଷ୍ଟାଡିୟମ ଠାରେ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଚାଲିଥିବା ଫୁଟବଲ ଖେଳ, ଦ୍ଵିତୀୟ ଦିନରେ

198
ADVERTISEMENT

କନ୍ଧମାଳ ,୬/୮ଏଜେନସି : କନ୍ଧମାଳ ଜିଲ୍ଲା ବାଲିଗୁଡା ମିନି ଷ୍ଟାଡିୟମ ଠାରେ ଚାଲିଥିବା ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଚାଲିଥିବା ଫୁଟବଲ ଖେଳ ଦ୍ଵିତୀୟ ଦିନରେ ଏଥିରେ ଅତିଥି ଭାବେ ଦେବବ୍ରତ ସିଂ ଦେଓ ଓ ବରିଷ୍ଠ ଖେଳାଳିଙ୍କ ଯୋଗଦାନ ରହିଥିଲା ପ୍ରଥମ ମ୍ୟାଚ ଗୁଂଜୀଗାଁ ଓ ମଧ୍ୟରେ ଖେଳାଯାଇଥିଲା ଓ ଦ୍ଵିତୀୟ ମ୍ୟାଚ ସୀପଞ୍ଜିରୀ ଓ ବଡ଼ଗାଁ ମଧ୍ୟରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ ଗୁଂଜୀଗାଁ ୩-୧ଗୋଲରେ ଓ ଦ୍ଵିତୀୟ ମ୍ୟାଚ ୩-୧ଗୋଲରେ ବଡ଼ଗାଁ ବିଜୟ ହୋଇଥିଲେ ଦୁଇଟି ମ୍ୟାଚରେ ରେଫେରି ଭାବେ ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ରଞ୍ଜନ କୁମାର ନାୟକ, ଏଲିଆସ ଦିଗାଲ, ମିଲଟନ ନାୟକ, ତୀର୍ଥବାସୀ ଘଡେଇ, ରାମ ପତି ପାତ୍ର ସହଯୋଗ କରିଥିଲେ

Advertisement