Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ବାଲିଗୁଡା ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଲିଗୁଡା ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

403
ADVERTISEMENT

ବାଲିଗୁଡା,୫/୮ଏଜେନସି : ବାଲିଗୁଡା କୋର୍ଟରେ ନୂତନ ଭାବେ ଯୋଗ ଦେଇଥିବା ନୂତନ ବିଚାର ପତି ଶୀତଲ ବର୍ଷାଙ୍କୁ ବାଲିଗୁଡା ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା l ଏଥିରେ ଅତିରିକ୍ତ ଦୌରା ଜଜ ଅରବିନ୍ଦ ପଟ୍ଟନାୟକ, ସବଜଜ ସଂଘମିତ୍ରl ଦାସ, ଏସ.ଡି.ଜେ.ଏମ.ସୌମ୍ୟ ସ୍ୱରୂପ ସାହୁଙ୍କ ସମେତ ସଂଘର ସଭାପତି କୌସିକ ସାହୁ ପ୍ରମୁଖଙ୍କ ଉପସ୍ଥିତରେ ପୁଷ୍ପ ଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏଥିରେ ସଂଘର ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, ପଦ୍ମ ଚରଣ ପଟ୍ଟନାୟକ, ପଦ୍ମ ଚରଣ ପଣ୍ଡା, ଭାଗିରଥି ରାଉତରାୟ, ସୁଧାଂଶୁ ମୋହନ ପତି, ସେକ ସାଦିକ, ପ୍ରଦୀପ କୁମାର ପାଣିଗ୍ରାହୀ, କ୍ଷମା ସାଗର ପ୍ରଧାନ, ରବୀନ କୁମାର ସାହୁ, ମାନସ ରଞ୍ଜନ ପଣ୍ଡା, ନାରାୟଣ ଚୌଧୁରୀ, ଶିରୀଶ କୁମାର ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l

Advertisement