କବିସୂର୍ଯ୍ୟନଗର : ଆଠଗଡ ଠାରୁ ବାଉଁଶିଆ ଗ୍ରାମ ପଞ୍ଚାୟତର ମୁଖ୍ୟ ରାସ୍ତା ମରଣାଜନ୍ତା ଘେରରେ !

275
ADVERTISEMENT

କବିସୂର୍ଯ୍ୟନଗର ୪/୮(ନରେନ୍ଦ୍ର ଜେନା ): ଉକ୍ତ ଗ୍ରାମ ପଞ୍ଚାୟତର ଆଠଗଡ ଠାରୁ ବାଉଁଶିଆ ମୁଖ୍ୟ ରାସ୍ତା ଶୋଚନୀୟ ଅବସ୍ଥା ଘେରରେ ପଡି ରହିଛି । ଯେଉଁ ପଥ ଦେଇ ସହ ସହ ଯାତ୍ରୀ ଯାତାୟାତ କରୁଛନ୍ତି ସେହି ପଥ ଦୁର୍ଦନୀୟ ଅବସ୍ଥାରେ ପଡି ରହିଛି । ଗ୍ରାମାଞ୍ଚଳରେ ବିକାଶ ନିମନ୍ତେ ମୁଖ୍ୟ ହେଉଛି ପଥ, ଗମନାଗମନର ବ୍ୟବସ୍ଥା ଯେଉଁଠି ନିମ୍ନ ମାନର ସେଇଠି ଅନ୍ୟାନ୍ୟ ଉନ୍ନତିର ସମ୍ଭବ କଷ୍ଟକର, ସର୍ବ ପ୍ରଥମ ହେଉଛି ରାସ୍ତା । ତେବେ ଏହି ସଡ଼କର ଅବସ୍ଥା ଅତି କଦର୍ଯ୍ୟ ହୋଇପଡିଥିଲା ବେଳେ ପୁନଃ ନିର୍ମାଣ କେବେ କରାଯିବ ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ହୋଇଛି ।

Advertisement