ବିଜେପି ପକ୍ଷରୁ ବୃକ୍ଷ ରୋପଣ

135
ADVERTISEMENT

କୁକୁଡାଖଣ୍ଡି,୦୩/୦୮ (ଇ.ରଞ୍ଜନ ): ବଉଳଝେଳି ଗ୍ରାମର ସନ୍ତେଷୀ ମାଁ ମନ୍ଦିର ପରିସରରେ ବିଜେପି ପକ୍ଷରୁ ବୃକ୍ଷ ରେପଣ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଯେଗଦେଇ ବେଲଗଛ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରିଥିଲେ । ଏଥିରେ ସରୋଜ ସାହୁ,ସନ୍ତେଷ ସାହୁ,ଶିବ ଅଧିକାରୀ,ଶିବ ନାହାକ,ସୁନିଲଗୈଡ,ଚନ୍ଦନ ମହାରଣା,ସୁଶାନ୍ତବିଷେୟୀ ପ୍ରମୁଖ ବହୁ ବି.ଜେ ପି କର୍ମୀ ଉପସ୍ଥିତ ଥିଲେ ।

Advertisement