Wednesday, November 11, 2026
ADVERTISEMENT
Home ଆଞ୍ଚଳିକ କୋଦଳା ତହସିଲ୍ କାର୍ଯ୍ୟାଳୟରେ ନୂତନ ତହସିଲଦାରଙ୍କ ଯୋଗଦାନ

କୋଦଳା ତହସିଲ୍ କାର୍ଯ୍ୟାଳୟରେ ନୂତନ ତହସିଲଦାରଙ୍କ ଯୋଗଦାନ

164
ADVERTISEMENT

କୋଦଳା,୨୯/୧୦(ସୂର୍ଯ୍ୟନାରାୟଣ ବଡୁ) : ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ କାର୍ଯ୍ୟାଳୟ ରେ ନୂତନ ତହସିଲଦାର ଭାବେ ଅବନୀ କୁମାର ସାହୁ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ସାହୁ ଗଞ୍ଜାମ ତହସିଲଦାର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ । ଏଠାକାର ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ହିଞ୍ଜିଳିକାଟୁ ତହସିଲ୍ କାର୍ଯ୍ୟାଳୟକୁ ବଦଳି ହୋଇଯାଇଛି ।ପୂର୍ବ ତହସିଲଦାରଙ୍କ ଭଳି ନିରପେକ୍ଷ୍ଯ କାର୍ଯ୍ଯ କରି ଜନସାଧାରଣଙ୍କ ବିଶ୍ଵାସ ଭାଜନ ହେବା ପାଇଁ ସାଧାରଣ ଜନତା ଆଶା ରଖିଛନ୍ତି ।

Advertisement