ADVERTISEMENT
Home ଆଞ୍ଚଳିକ ନଦୀରେ ଭାସିଯାଇ ଜଣେ ନିଖୋଜ

ନଦୀରେ ଭାସିଯାଇ ଜଣେ ନିଖୋଜ

161
ADVERTISEMENT

ଗଜପତି,୧୩/୧୦,(ପ୍ରଭାତ ପାତ୍ର) : ଗୋପିଲି ନିକଟରେ ନଦୀରେ ଭାସିଯାଇ ଜଣେ ନିଖୋଜ, ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ଗୋକର୍ଣ୍ଣପୁର ଗ୍ରାମର ଏ ଶ୍ରୀନୁ ବୋଲି ଜଣାପଡିଛି। ନଦୀ ପାର ହୋଇ ନିଜ ଗାଁକୁ ଯିବା ସମୟରେ ହଠାତ୍ ନଦୀରେ ବଢ଼ି ଆସିବାରୁ ଭାସିଯାଇଥିବା ସୂଚନା ମିଳିଛି। ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଗୋକର୍ଣ୍ଣପୁର ଗ୍ରାମରେ ପୋଲ ନଥିବାରୁ ନଦୀ ପାର ହୋଇ ଯାତାୟତ କରିଥାନ୍ତି ଲୋକେ। ଖବରପାଇ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଛନ୍ତି।

Advertisement