Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ସାରଙ୍ଗଡ ପଞ୍ଚାୟତ ଠାରେ ଶିଶୁ ସୁରକ୍ଷା, ବାଲ୍ୟ ବିବାହ, ନାବାଳିକା ବିବାହ ଶିବିର ଅଭିଯାନ

ସାରଙ୍ଗଡ ପଞ୍ଚାୟତ ଠାରେ ଶିଶୁ ସୁରକ୍ଷା, ବାଲ୍ୟ ବିବାହ, ନାବାଳିକା ବିବାହ ଶିବିର ଅଭିଯାନ

290
ADVERTISEMENT

କନ୍ଧମାଳ,୨୯/୭ ଏଜେନସି :କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଳକର ସାରଙ୍ଗଡ ପଞ୍ଚାୟତ ଠାରେ ସ୍ବାତୀ ଓ ଶିଶୁ ସୁରକ୍ଷା, ବାଲ୍ୟ ବିବାହ, ନାବାଳିକା ବିବାହ,ଶିଶୁ ଅଧିକାର ଓ ସୁରକ୍ଷା ଜୌନ ପ୍ରଦାନ, ସ୍ୱାସ୍ଥ୍ୟ ଓ ଲିଙ୍ଗଗତ ଭେଦଭାବ, ଏକ ବ୍ଲକ ସ୍ତରୀୟ ବାଳିକା ଶିବିର ଅଭିଯାନ ସ୍ବାତୀ ସଂସ୍ଥା କର୍ମୀ ମଧୁସ୍ମିତା ତ୍ରିପାଠୀଙ୍କ ନତ୍ରୃତରେ ମୂଖ୍ୟ ଅତିଥି ଶ୍ରୀ ଜଗତସିଂ ପାତ୍ର, ଭୂଦାନ ମୂଖ୍ୟ ବନବାସ ପୃଷ୍ଠୀ ,ଆଶା- ରଜନୀ ମୂଖି, ପିଇଟି ଶିକ୍ଷୟତ୍ରୀ ନାରୀ ସଂଘ, ଓ ବହୁ ବାଳକ ,ବାଳିକା ଯୋଗଦେଇ ଥିଲେ । ନାବାଳିକା ବାଲ୍ୟ ବିବାହ ନକରିବାକୁ ସମସ୍ତ ଙ୍କୁ ସପଥ ନେବାକୁ ପ୍ରେରଣା ଦେଇଥିଲେ।

Advertisement