ବ୍ରହ୍ମପୁର, ୨୮।୫(ବିଶ୍ୱରଂଜନ ): ଆଜି ବସ ଚାଲିବ ବୋଲି ସରକାର ଏବଂ ବସ ମାଲିକ ସଙ୍ଘ ମଧ୍ୟରେ ଆଲୋଚନା ହେବା ପରେ ଵ୍ରହ୍ମପୁର ବସଷ୍ଟାଣ୍ଡ ରୁ ବସ ସେବା ଆରମ୍ବ ହୋଇଛି । ତେବେ ଦୁଃଖର କଥା ସକାଳ ୬ ଘଣ୍ଟ ଠାରୁ ଭୁବନେଶ୍ୱର ଅଭିମୁଖେ ଯିବାପାଇଁ କିଛି ଘରୋଇ ବସ ଵ୍ରହ୍ମପୁର ବସଷ୍ଟାଣ୍ଡକୁ ଆସିଥିଲା ଯାତ୍ରୀଙ୍କୁ ଭୁବନେଶ୍ୱର ନେଇଯିବା ପାଇଁ ହେଲେ ଯାତ୍ରୀ ଜଣେ ହେଲେ ଦେଖା ଯାଇନଥିଲେ । ଯାହାଫଳରେ ବସ ଭୁବନେଶ୍ୱର ଅଭିମୁଖେ ଗାଡ଼ିପାରିନଥିଲା ।


















