Wednesday, October 7, 2026
ADVERTISEMENT
Home ଆଞ୍ଚଳିକ କ୍ୱାରାଣ୍ଟାଇନ କେନ୍ଦ୍ରରେ ଥାଇ ଅନାହାର ପ୍ରତିବାଦ

କ୍ୱାରାଣ୍ଟାଇନ କେନ୍ଦ୍ରରେ ଥାଇ ଅନାହାର ପ୍ରତିବାଦ

227
ADVERTISEMENT

ଗଜପତି (ପାରଳାଖେମୁଣ୍ଡି), ୨୫।୫(ପ୍ରଭାତ କୁମାର ପାତ୍ର ): କ୍ୱାରାଣ୍ଟାଇନ କେନ୍ଦ୍ରରେ ଥାଇ ଅନାହାର ପ୍ରତିବାଦ, ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ବାଘଶାଳା କ୍ୱାରାଣ୍ଟାଇନ କେନ୍ଦ୍ରରେ, ପ୍ରବାସୀ ଶ୍ରମିକମାନେ ବାହାର ରାଜ୍ୟରୁ ଆସି କ୍ୱାରାଣ୍ଟାଇନରେ ରହି ୧୫ ଦିନରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ସେମାନଙ୍କ ସ୍ୱାବ ପରିକ୍ଷା କରାଯାଇନଥିବାରୁ ସେମାନେ ଘରକୁ ଫେରିବା ସୁରକ୍ଷିତ ମଣୁନାହାନ୍ତି ତେଣୁ ସେମାନେ ସ୍ୱାବ ପରିକ୍ଷା କରିବା ଦାବିରେ ଖାଦ୍ୟ ଗ୍ରହଣ ନକରି ଆନ୍ଦୋଳନ କରୁଛନ୍ତି। ଶ୍ରମିକମାନେ ସାମାଜିକ ଦୂରତା ରକ୍ଷା କରି ଘରକୁ ଫେରିଥିବା ବେଳେ କୌଣଶି ଲକ୍ଷଣ ନଥାଇ ମଧ୍ୟ କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିଥିଲେ, କିନ୍ତୁ ଅନ୍ୟ ମାନଙ୍କ ଲକ୍ଷଣ ରହିଥିବା ହେତୁ ସମସ୍ତଙ୍କ ସ୍ୱାବ ପରିକ୍ଷା ଦାବିରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ବାଘଶାଳା କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିବା ୮୦ ଶ୍ରମିକ । ବ୍ଳକ ଉନୟନ୍ନ ଅଧିକାରୀ ଓ ତହସିଲଦାର ପହଞ୍ଚି ପ୍ରବାସୀ ଶ୍ରମିକଙ୍କୁ ବୁଝାସୁଝା ଜାରି ରଖିଛନ୍ତି । ଏହା ନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିବା କିଛି ବାର୍ତ୍ତା ଦେଇଛନ୍

Advertisement