ଗଜପତି, ୭/୭ ପ୍ରଭାତ କୁମାର ପାତ୍ର : ପାରଳାଖେମୁଣ୍ଡି ମୁନିସିପାଲିଟି ପକ୍ଷରୁ ଜବରଦଖଲ ଉଚ୍ଛେଦ, ଦିର୍ଘଦିନ ଧରି କିଛି ଲୋକ ତାରବାଡ ଓ ଗୁହାଳ କରି ମୁନିସିପାଲିଟିର ଜମିକୁ ଦଖଲରେ ରଖିଥିବା ବେଳେ ମାଜିଷ୍ଟ୍ରେଟ ଏବଂ ପୋଲିସ ଉପସ୍ଥିତିରେ ଉଛେଦ କରାଯାଇଛି। ଉକ୍ତ ସ୍ଥାନରେ ପାରଳା ମୁନିସିପାଲିଟି ପକ୍ଷରୁ ସଲିଟ ୱେଷ୍ଟ ମ୍ୟାନେଜମେଣ୍ଟ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଉଛେଦ କରାଯାଇଛି।