Thursday, November 12, 2026
ADVERTISEMENT
Home ଆଞ୍ଚଳିକ ଅସହାୟ ମହିଳାଙ୍କୁ ସମାଜସେବୀ ବାବୁଲା ସାହୁଙ୍କ ରକ୍ତଦାନ

ଅସହାୟ ମହିଳାଙ୍କୁ ସମାଜସେବୀ ବାବୁଲା ସାହୁଙ୍କ ରକ୍ତଦାନ

425
ADVERTISEMENT

ବ୍ରହ୍ମପୁର,୨୮।୪(ଗୁରୁପ୍ରସାଦ ପଟ୍ଟନାୟକ) :ସମ୍ପ୍ରତି ବିଶ୍ଵ କରୋନା ମହାମାରୀ ମଧ୍ୟରେ ଦେଖାଦେଇଥିବା ରକ୍ତଭଣ୍ଡାର ରେ ରକ୍ତର ଅଭାବ ଥିବାବେଳେ ଶେରଗଡ଼ ବ୍ଲକ କୁଲାଗଡ ଗ୍ରାମର ଏକ ମହିଳା ବିଳାସ ସାହୁ(୩୯) ଯିଏ କି କର୍କଟ ରୋଗରେ ଆକ୍ରାନ୍ତ ତାଙ୍କୁ ବିରଳ ବି ନେଗେଟିଭ ଗ୍ରୁପ୍ ର ରକ୍ତ ଆବଶ୍ୟକ ପଡ଼ିଲା । ଏହା ଜାଣିପାରି ଭାରତୀୟ ଜନତା ପାର୍ଟିର ଯୁବନେତା ମଧୁସୂଦନ ସାହୁଙ୍କ ଉଦ୍ୟମରେ ବ୍ରହ୍ମପୁରର ସମାଜସେବୀ ବାବୁଲା ସାହୁ ରକ୍ତଦାନ କରିଥିବାରୁ ଭାରତୀୟ ଜନତା ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସିଦ୍ଧାନ୍ତ ଗଙ୍ଗଦେବ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ପ୍ରତେକ ଦିନ ଇନ୍ଡୋର୍ ରେ ବ୍ଲଡ଼ କ୍ଷେତ୍ରରେ ବିଭିନ୍ନ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ଆସୁଛନ୍ତି ।

Advertisement