Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ସଚେତନତା

ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ସଚେତନତା

502
ADVERTISEMENT

ଚିକିଟି,୧୭/୪(ଋଷିକେଶ ବେହେରା) –ଚିକିଟି ବ୍ଲକ କତୁରୁ ଗ୍ରାମ ପଂଚାୟତ ଅନ୍ତର୍ଗତ ବlଡ଼ପୁର ଗ୍ରାମରେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ମହାମାରୀକୁ ରୋକିବା ପାଇଁ ସାବୁନରେ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ମlସ୍କ ବ୍ୟବହାର କରିବା, ଘରେ ରହିବା ସୁରକ୍ଷିତ ରହିବା ଉପରେ ଲୋକଙ୍କୁ ସଚେତନତା କରାଇଥିଲେ ଡାକ୍ତର ମନୋଜ ପାଢୀ ଓ ଦେବୀ ଦାସ l ଏହି ଅବସରରେ ସ୍ୱାସ୍ଥ୍ୟ କର୍ମୀ କେ. କୁଶ କୁମାର, ଏ. କ୍ଷୀରଦ୍ରୀ ଗାଁ କଲ୍ୟାଣ ସମିତିର ସଭ୍ୟା କସ୍ତୁରବl ବେହେରା, ଲକ୍ଷ୍ମୀ ବେହେରା ବାସନ୍ତୀ ନାୟକ ଓ ଆଶା କର୍ମୀ ସୁନିତା ବେହେରା ଓ ସରସ୍ବତୀ ବେହେରାଙ୍କ ତରଫରୁ ଲୋକଙ୍କୁ ମlସ୍କ ଓ ସାବୁନ ପ୍ରତ୍ୟେକ ଘରକୁ ପ୍ରଦାନ କରାଯାଇଥିଲା lଏହି କାର୍ଯ୍ୟକ୍ରମ ଆୟୋଜନର ପରିଚାଳନା କରିଥିଲେ ରାମ ଚନ୍ଦ୍ର ସାହୁ ଓ କତୁରୁ ସରପଞ୍ଚ ଜଗବନ୍ଧୁ ବେହେରା l

Advertisement