Friday, November 20, 2026
ADVERTISEMENT
Home ଆଞ୍ଚଳିକ କୋରାନ ମୁକାବିଲା ପାଇଁ ହିନ୍ଦୁସ୍ଥାନ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ

କୋରାନ ମୁକାବିଲା ପାଇଁ ହିନ୍ଦୁସ୍ଥାନ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ

485
ADVERTISEMENT

ଫୁଲବାଣୀ, ୧୨/୪(ଅଂଶୁମାନ ପ୍ରିୟଦର୍ଶନ):କନ୍ଧମାଳ କୋରାନ ମହାମାରୀ ମୁକାବିଲା ପାଇଁ ଅନ୍ତରାଷ୍ଟ୍ରୀୟ ହିନ୍ଦୁସ୍ଥାନ ଦଳ ଦକ୍ଷିଣ ପ୍ରାନ୍ତ ସମ୍ପାଦକ ଶ୍ରୀ ବିଶ୍ୱନାଥ ପାତ୍ର(ଜିତୁ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୧୦୧୧/ ଟଙ୍କାର ଏକ ଚେକ୍ ଜିଲ୍ଲାପାଳ ଡି. ବୃନ୍ଦାଙ୍କ ଜରିଆରେ ପ୍ରଦାନ କରାଛନ୍ତି|

Advertisement