Friday, November 20, 2026
ADVERTISEMENT
Home ଆଞ୍ଚଳିକ କରୋନା ଭୁତାଣୁକୁ ସଂକ୍ରମିତରୁ ରୋକିବା ପାଇଁ ସହରକୁ ବିଶୋଧନ

କରୋନା ଭୁତାଣୁକୁ ସଂକ୍ରମିତରୁ ରୋକିବା ପାଇଁ ସହରକୁ ବିଶୋଧନ

276
ADVERTISEMENT

ଜି.ଉଦୟଗିରିରୁ,୧୦/୦୪ (ରାହୁଲ ଜେନା):କନ୍ଧମାଳ ଜି ଉଦୟଗିରି ଏଏନଏସିରେ ଅଗ୍ନିଶମ ବିଭାଗ ଦ୍ୱାରା କରୋନା ପାଇଁ ସହରାଞ୍ଚଳରେ ପାଣିରେ ବ୍ଲିଚିଙ୍ଗ ମିଶାଇ ମୁଖ୍ୟ ରାସ୍ତାରେ ପକାଯିବା ସହ ସହରର ବିଭିନ୍ନ ୱାର୍ଡରେ ମଧ୍ୟ ପକାଯାଉଛି ଏହି ବିଶୋଧନ ହେବା ଫଳରେ ସହର ସ୍ୱଛତା ରହିବା ସହ କୋରାନ ଭୁତାଣୁକୁ ସଂକ୍ରମିତ ହେବାରେ ରୋକା ଯାଇପାରିବ I

Advertisement