Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଆସିକା ସାଂସଦ କରୋନା ମୁକାବିଲା ପାଇଁ ୨ କୋଟି ତିନି ଲକ୍ଷ ପ୍ରଦାନ କଲେ

ଆସିକା ସାଂସଦ କରୋନା ମୁକାବିଲା ପାଇଁ ୨ କୋଟି ତିନି ଲକ୍ଷ ପ୍ରଦାନ କଲେ

648
ADVERTISEMENT

ବ୍ରହ୍ମପୁର,୨ା୪ (ହିମାଂଶୁ ପାଢୀ) : ଆସ୍କା ସାଂସଦ ପ୍ରମିଳା ବିଷୋୟୀ କରୋନାର ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା କେନ୍ଦ୍ର ସରକାର ଙ୍କ ପ୍ରଧାନମନ୍ତୀ କଂ ବିପଯ୍ୟୟ ସୁରଷା ପାଣ୍ଠୀ କୁ , ଆଉ ୧ କୋଟି ଟଙ୍କା ନିଜର ଅଞ୍ଚଳରେ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ଙ୍କୁ ଏବଂ ନିଜର ଦରମାରୁ ୩ ଲକ୍ଷ ଟଙ୍କା ର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ , ଏହି ପରି ସମୁଦାୟ ୨ କୋଟି ୩ଲକ୍ଷ ଟଙ୍କା ର ସହାୟତା ନିଜ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ ଙ୍କ ଉପସ୍ଥିତରେ ପ୍ରଦାନ କଲେ l ଏହି ପରିପ୍ରେକ୍ଷୀରେ ସେ କରୋନାର ମୁକାବିଲା ପାଇଁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି।

Advertisement