Friday, November 20, 2026
ADVERTISEMENT
Home ଆଞ୍ଚଳିକ ପଞ୍ଚାୟତରେ ଆଗୁଆ ତିନିମାସର(ପି.ଡ଼ି.ଏସ) ପ୍ରଦାନ

ପଞ୍ଚାୟତରେ ଆଗୁଆ ତିନିମାସର(ପି.ଡ଼ି.ଏସ) ପ୍ରଦାନ

259
ADVERTISEMENT

ଆସିକା,୩୦।୩(କାଳୁ ଚରଣ ପାତ୍ର) : ଗଞାମ ଜିଲ୍ଲା ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣି କର୍ମଚାରି ସଂଘର ଜିଲ୍ଲା ସଭାପତି ଶ୍ରୀ ବଂଶିଧର ବିଶ୍ୱାଳ,ରାଜ୍ୟ ସଂଯୋଯକ ଶ୍ରୀ ଅରୁପ ନନ୍ଦଡାକୁଆ ,ରାଜ୍ୟ ସହ ସମ୍ପାଦକ ଶ୍ରୀ ତାରିଣି ଚରଣ ଭୂୟାଁ ଗଞାମ ଜିଲ୍ଲାର ସମସ୍ତ ଗ୍ରା.ପ.କର୍ମଚାରି ସମେତ ଓଡିଶା ରାଜ୍ୟର ସମସ୍ତ ଗ୍ରା.ପ. କର୍ମଚାରିଙ୍କୁ ଅନୁରୋଧ କରିଛନ୍ତି । ଯେ ସାରା ବିଶ୍ୱରେ ଏତେ ପ୍ରବଳ ମାତ୍ରାରେ ମହାମାରି କରୋନା ଭାଇରସ୍ ମାଡିଚାଲିଛି, ଏଥିରେ ବହୁଲୋକ ଆକ୍ରାନ୍ତ ହେବାସହ ବହୁଲୋକ ମୃତ୍ୟୁ ବରଣ କରିଲେଣି । ସରକାରଙ୍କ ଲକ୍ଡାଉନ୍ ଘୋଷଣା ହେବାପରେ ଜନତା ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଏଣୁ ଏପରି ସ୍ଥଳରେ ସରକାର ଆଗୁଆ ତିନିମାସର(ପି.ଡ଼ି.ଏସ) ପ୍ରଦାନ କରିଛନ୍ତି ।

Advertisement