Thursday, October 8, 2026
ADVERTISEMENT
Home ଆଞ୍ଚଳିକ ଶର୍ମା ଗ୍ରାଫିକ୍ସ ଦୋକାନରେ ପୋଲିସ ଚଡାଉ

ଶର୍ମା ଗ୍ରାଫିକ୍ସ ଦୋକାନରେ ପୋଲିସ ଚଡାଉ

332
ADVERTISEMENT

ପାରଳାଖେମୁଣ୍ଡି,୨୯ା୩(ପ୍ରଭାତ କୁମାର ପାତ୍ର ) : ପାରଳାଖେମୁଣ୍ଡି ସହରର 14ନ ୱାଡ ଅନ୍ତର୍ଗତ ଚାନ୍ଦିନୀ ରେଷ୍ଟୁରାଣ୍ଟ ନିକଟ ରେ ଥିବା ଶର୍ମା ଗ୍ରାଫିକ୍ସ ଦୋକାନ ଠାରେ ବେନିୟମ ଭାବେ ବିଭିନ୍ନ ପ୍ରକାର ସରକାରି ବେସରକାରୀ କରୋନା ନିମନ୍ତେ ବ୍ୟାବହାର ହେଉଥିବା ପରିଚୟ ପତ୍ର ଗୁଡିକ ବେନିୟମ ଭାବେ ତିଆରି କରି ଚଡା ଦରରେ ବିକ୍ରି କରୁଥିବାକୁ ନେଇ କୌଣସି ସୂତ୍ରରୁ ଗଜପତି ଆରକ୍ଷୀ ଅଧାକ୍ଷ ସାରା ଶର୍ମା ଖବର ପାଇ ଏସ୍ଡିପିଓ ପି କେ ଜେନା,ପାରଳାଖେମୁଣ୍ଡି ଅଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଦଳିଅ ଟିମ ସହ ଘଟଣା ସ୍ଥଳେ ପହଞ୍ଚି ଚଡ଼ାଉ କରି ଦୋକାନ ମାଲିକ A ବିଜୟ କୁମାର କୁ ପଚରାଉଚରା କରିବା ନିମନ୍ତେ ପାରଳଖେମୁଣ୍ଡି ଥାନାକୁ ନେଇଥିବା ଜଣାପଡିଛି ।

Advertisement