ପୋଲସରା,୨୧।୩(ଡ଼ିଏଚ): ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହ ଠାରେ କରୋନା ଭାଇରସ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।ଗଞ୍ଜାମ ଜିଲ୍ଲାପାଳ କରୋନା ଭାଇରସ ବିଷୟରେ ସଚେତନତା କରିଛନ୍ତି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି।ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦି,ପୋଲସରା ଥାନା ଅଧିକାରୀ,ତହସିଲଦାରସମସ୍ତ ସରକାରୀ କର୍ମଚାରୀ ଓ ଜିଲ୍ଲା ପରିଷଦ,ସରପଞ୍ଚ ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ।


















