ବ୍ରହ୍ମପୁର ବିଜୟଶ୍ରୀ ବିହାର ଅଞ୍ଚଳରେ ଝରକା ଭାଙ୍ଗି ଚୋରି

220
ADVERTISEMENT

ବ୍ରହ୍ମପୁର,୨/୭(ରଞ୍ଜନ): ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଥିବା ବିଜୟଶ୍ରୀ ବିହାର ଅଞ୍ଚଳରେ ଜଣେ ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜେର ଏମ. କନକ ରାଜ (୬୫) ,ଙ୍କ ଘରେ ଗତକାଲି ରାତି ୩:୩0 ଏ.ମ ସମୟରେ ଝରକା ଭାଙ୍ଗି କନକ ରାଜଙ୍କୁ ଆକ୍ରମଣ କରି ୧0 ରୁ ୧୫ଭରି ସୁନା ସହ ନଗଦ ୧୫000 ଟଙ୍କା ଚୋରି କରି ନେଇଛନ୍ତି। କନକ ରାଜ ଏ ନେଇ ସଦର ଥାନାରେ ଏତଲା ଦେଇଛନନ୍ତି କେସ ନଂ୧୬୩/୧୯, କନକ ରାଜ କହିବା ଅନୁଯାଇ ସେହି ଚୋର ଜଣକ ମୁହଁରେ ରୁମାଲ ବାନ୍ଧି ଆସିଥିଲା , ଏହି ମାମଲା ତଦନ୍ତ କରି ଚୋରକୁ ପୋଲିସ ହାଜତ ରେ ଭର୍ତି କରିବାକୁ କନକ ରାଜ ଆସାବାନ୍ଧୀ ସେ ଥାନାରେ ଏତଲା ଦେଇ ବସି ଛନ୍ତି ।

Advertisement