ଦିଗପହଣ୍ଡି,୧୯।୨(ସୁନାମ ରଂଜନ ସାମଲ) : ଆଜି ସକାଳ ୧୦ ଘଂଟା ସମୟରେ ଏକ ଯାତ୍ରୀ ବାହି ଭିକ୍ରାନ୍ତ ବସ୍ ଜିରାଂଗ ଠାରୁ ବ୍ରହ୍ମପୁର ଅଭିମୂଖେ ଆସୁଥିଲା ହଟାତ ଖେମୁଣ୍ଡିଖୋଳ ଛୋଟିଆ କଲଭଟରେ ଗୋଟିଏ ଟ୍ରକକୁ ସାଇଡ ଦେବା ସମୟରେ ଏଭଳି ଅଘଟଣ ହୋଇଗଲା । ଏଥିରେ କୌଣସି ଲୋକଙ୍କ କ୍ଷୟ କ୍ଷତି ହୋଇ ନ ଥିବାର ଖେମୁଣ୍ଡିଖୋଳ ଗ୍ରାମବାସୀ ପ୍ରକାଶ କରିଥିଲେ।



















