ବିଜେପି ବିଧାୟକ ଦଳ ଉପ-ନେତା ହେଲେ ବିଷ୍ଣୁ ସେଠୀ

ମୋହନ ମାଝୀ ମୁଖ୍ୟ ସଚେତକ

220
ADVERTISEMENT

ଭୁବନେଶ୍ବର, ୨୯/୬(ଡ଼ିଏଚବି): ବିଧାନସଭାରେ ଧାମନଗର ବିଧାୟକ ବିଷ୍ଣୁ ସେଠୀ ବିଜେପି ବିଧାୟକ ଦଳର ଉପ-ନେତା ଭାବରେ ନିଯୁକ୍ତ ହୋଇଥିବା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ଚୟନ କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ମୁଖପାତ୍ର ଗୋଲକ ମହାପାତ୍ର।

Advertisement