Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଆଜି ଅନ୍ତର୍ଜାତୀୟ ପଲସ୍ ପୋଲିଓ ଦିବସ ପାଳନ

ଆଜି ଅନ୍ତର୍ଜାତୀୟ ପଲସ୍ ପୋଲିଓ ଦିବସ ପାଳନ

380
ADVERTISEMENT

ବାଲିଗୁଡ଼ା,୧୯/୧(ଟିକି ଦଣ୍ଡିଆ) :ସମଗ୍ର ଦେଶରେ ପଲସ ପୋଲିଓ ଦିବସ ପାଳନ କରାଯାଇଥିବାବେଳେ ଏହା ଉପଖଣ୍ଡ ମେଡ଼ିକାଲ ବାଲିଗୁଡ଼ାଠାରେ ପଲସ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଲସ ପୋଲିଓ ଦିବସକୁ ବାଲିଗୁଡ଼ା ସୁପରଟେଣ୍ଡ ଙ୍କ ଦ୍ୱାରା ଉଦଘାଟନ କରଯାଇ ସମସ୍ତ ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ଟୀକା କେନ୍ଦ୍ରକୁ ପୋଲିଓ ପଠାଯାଇ ସେଠାରେ କୁନିକୁନି ଶିଶୁଙ୍କୁ ୨ ବୁନ୍ଦା ଲେଖାଏଁ ପୋଲିଓ ଖାଇବାକୁ ଦିଆଯାଇଥିଲା ସବୁ କେନ୍ଦ୍ରରେ ଅଙ୍ଗନବାଡି ଓ ଆଶା କର୍ମୀ ଉପସ୍ଥିତ ରହି ଦାୟିତ୍ୱ ତୁଲେଇବା ସହ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ ଏହା ଆଜି ଠାରୁ ଜାନୁଆରୀ 30ତାରିଖ ପର୍ଯ୍ୟନ୍ତ ଏହା ଚାଲୁରହିବ ।

Advertisement