କୋଟଗଡ଼,୧୭।୧(ନଳିନୀ କାନ୍ତ ମିଶ୍ର) : ଆଜି ଏକ ସୂତ୍ରନ୍ତ୍ର ଟିମ ସରକାରୀ ମେଡିକାଲରୁ ବାହାରି ଗୁଗୁରୁମହା ଗ୍ରାମପଂଚାୟତ ଗରଡ଼ମହା ଓ ମ୍ଳେଉଗୁଡା ଗ୍ରାମକୁ ଯାଇ ଦମନ କାର୍ଯ୍ୟକର୍ମରେ ଯାଇଥିଲେ ଓ ଡାକ୍ତର ଶ୍ରୀ ଅଶୋକ କୁମାର ସାମଲ ଓ ହାନା ଦେଶୀ ନାୟକ ଓ ନିଧି ହାଜିରୀ ନାୟକ ଓ ଲୋକନାଥ ପ୍ରଧାନ ଓ ଆସା ଦିଦି ଓ ଅଙ୍ଗନବାଡି ଦିଦି ସମସ୍ତେ ଚାଲି ଚାଲି ପ୍ରାୟ ଦଶ କିଲୋମିଟର ଯାଇ ଗ୍ରାମରେ ପହଂଚି ରୋଗୀ ମାନଙ୍କ ରକ୍ତ ନମୁନା ନେଇ ମେଲେରିଆ ଓ ଅନ୍ୟନ୍ୟ ସଂକ୍ରାମଣ ରୋଗ ସମ୍ବନ୍ଧେ ଯାଞ୍ଚ କରି ଔଷଧ ଦେଇଥିଲେ ଓ ସମସ୍ତଙ୍କ ଘରେ ଡ଼ି.ଡ଼ି.ଟି ସ୍ପ୍ରେ କରାଯାଇଥିଲା ।


















