Friday, November 20, 2026
ADVERTISEMENT
Home ଆଞ୍ଚଳିକ ନବକୁଣ୍ଡୀୟ ମହାଯଜ୍ଞର ପ୍ରଚାର ରଥକୁ ବିପୁଳ ସମ୍ବର୍ଦ୍ଧନା

ନବକୁଣ୍ଡୀୟ ମହାଯଜ୍ଞର ପ୍ରଚାର ରଥକୁ ବିପୁଳ ସମ୍ବର୍ଦ୍ଧନା

312
ADVERTISEMENT

ବାଲିଗୁଡ଼ା,୧୫।୧(ବାଳକୃଷ୍ଣ ପାଢ଼ୀ) : ବାଲିଗୁଡ଼ାରେ ଆଗକୁ ହେବାକୁ ଥିବା ନବକୁଣ୍ଡୀୟ ମହାଯଜ୍ଞର ପ୍ରଚାର ପାଇଁ ଏକ ରଥ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଗ୍ରସ୍ତ ହୋଇଥିଲା କୋଟଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳ ପ୍ରଚାର ସମୟରେ ଗାଁ ଗାଁରେ ବିପୁଳ ସମ୍ବର୍ଦ୍ଧନା କରିବା ସହ ନାଚ ସହ ବାଜା ବଜେଇ ରଥକୁ ସ୍ୱାଗତ କରିଥିଵା ସହ ବୈଠକ ଅନୁଷ୍ଠିତ କରାଯାଇଥିଲା l

Advertisement