ଭଞ୍ଜନଗର,୧୫।୧(ଆନନ୍ଦ ମିଶ୍ର) : ଭଞ୍ଜନଗର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପାରମ୍ପାରିକ ରୀତିନିତୀରେ ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଯାଇଛି l ପ୍ରାକୃତିକ ପରିବେଶ ମଧ୍ୟରେ ରାଜ୍ୟର ଅନ୍ୟତମ 61 ଫୁଟ ଉଚ୍ଚତା ବିଶିଷ୍ଟ ଶିବ ପ୍ରତିମା ପରିସର ଠାରେ ଜନସମାଗମ ହେବା ସହ ଆଖପାଖ ଶୈବ ପୀଠ ଗୁଡିକରେ ମଧ୍ୟ ଭକ୍ତମାନେ ପୂଜାର୍ଚ୍ଚନା କରିଥିଲେ l


















