Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଆସିକା ସାଂସ୍କୃତିକ ମହୋତ୍ସବର ଚତୁର୍ଥ ଦିବସ

ଆସିକା ସାଂସ୍କୃତିକ ମହୋତ୍ସବର ଚତୁର୍ଥ ଦିବସ

324
ADVERTISEMENT

ଆସିକା,୧୫।୧(କାଳୁଚରଣ ପାତ୍ର) : ମହୋତ୍ସବର ଚତୁର୍ଥ ଦିନରେ ଜିଲ୍ଲାର ବୋର୍ଡ଼ ଅଧକ୍ଷ ତଥା ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ । ମାନ୍ୟବର ଆସିକା ସାଂସଦ ତଥା ମହୋତ୍ସବର ସଭାପତି ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ଏବଂ ବହୁ ମାନ୍ଯଗଣ୍ୟ ଅତିଥି ଯୋଗ ଦେଇଥିଲେ । ଏବଂ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବଲିଉଡ ଗାୟକଙ୍କ ମନଭରା ଗୀତରେ ନାଚି ଉଠିଲେ ଦର୍ଶକ ଏବଂ ଏହି ମହୋତ୍ସବରେ ଯୁବନେତା ଶ୍ରୀ ଯୁକ୍ତ ନଚିକେତ ସ୍ୱାଇଁଙ୍କ ସହ ସହଯୋଗୀ ନେତୃବୃନ୍ଦ ପରିଚାଳନା କରିଥିଲେ ।

Advertisement