କୋଟଗଡ,୧୫।୧(ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଓ ତୁମୁଡୁବନ୍ଦ ବ୍ଲକ ଶୀତରେ ଥରୁଛି ପାଗ ପରିବର୍ତନ ଯୋଗୁଁ ପାରଦା 6ରୁ7ଡିଗ୍ରୀ ତଳକୁ ଖସିଯାଇଛି ସନ୍ଧ୍ୟା ହେଲେ ଲୋକମାଙ୍କ ବଜ଼ାରରେ ଭିଡ ଦେଖିବାକୁ ମିଳୁନି ଓ ସକାଳୁ ବଜ଼ାର ଘାଟରେ ସ୍ଥାନେ ସ୍ଥାନେ ନିଆଁ ଜାଳି ଗରମର ମଜା ନେଉଛନ୍ତି । ସକାଳ ଓ ସନ୍ଧ୍ୟାରେ ଶୀତର ପ୍ରକୋପ ଅଧିକ ଥିବା ଯୋଗୁଁ ଚାହା ଦୋକାନରେ ଭିଡ ଦେଖିବାକୁ ମିଳିଛି l

















