କନ୍ଧମାଳରେ ଘନକୁହୁଡ଼ି ବରଫ ପଡ଼ିବା ସାଙ୍ଗକୁ ହାଡ଼ ଭଙ୍ଗା ଶୀତ

536
ADVERTISEMENT

ବାଲିଗୁଡ଼ା,୧୨।୧(ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ସାରାଜିଲ୍ଲାରେ ଆଜି ତାପମାତ୍ରା 5ଡିଗ୍ରୀ ରହିଛି ଯାହାଫଳରେ ହାଡ଼ ଭଙ୍ଗା ଶୀତ ହେଉଥିବା ସାଙ୍ଗକୁ ସମଗ୍ର ଅଂଚଳରେ କୁହୁଡ଼ିମୟ ଓ ଆଜି ଦାରିଙ୍ଗବାଡ଼ି ଠାରେ ବରଫ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହା ଦେଖିବାପାଇଁ ରାଜ୍ୟରୁ ରାଜ୍ୟ ବାହାରୁ ଓ ବିଦେଶୀ ପର୍ଯ୍ୟଟକ ଭିଡ଼ ଦେଖିବାକୁ ମିଳିଛି । ଅଞ୍ଚଳବାସୀ କହିବାନୁଯାଇ ପୂର୍ବରୁ ରହିଆସିଥିବା ଲୋକ ଏଭଳି ଶୀତ ଅନୁଭବ କରୁଥିଲେ , ତାହା ଆଜି ଆମେ ଅନୁଭବ କରୁଛୁ ।

Advertisement