Friday, November 20, 2026
ADVERTISEMENT
Home ଆଞ୍ଚଳିକ ଡ୍ରିମ ୱାର୍ଲଡ ଚାରିଟେବୁଲ ଟ୍ରଷ୍ଟ : ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ

ଡ୍ରିମ ୱାର୍ଲଡ ଚାରିଟେବୁଲ ଟ୍ରଷ୍ଟ : ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ

336
ADVERTISEMENT

ଗୋପାଳପୁର,୧୧।୧(ଡ଼ି.ଏଚ/ଋଷିକେଶ ବେହେରା ) : ସ୍ଵଚ୍ଚ ଭାରତ ଅଭିଯାନ ପରିପ୍ରେକ୍ଷୀରେ ଗୋପାଳପୁର ସମୁଦ୍ର ବେଳାଭୂମିରେ ଡ୍ରିମ ୱାର୍ଲଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଦିନ ସଫେଇ କାର୍ଯ୍ୟକ୍ରମ ଟ୍ରଷ୍ଟର ସର୍ବସତ୍ତ୍ୱ ସରକ୍ଷଣ ମୋହନ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି । ଏଥିରେ ଉପସ୍ଥିତ ପରିଦର୍ଶକ ମାନେ ଟ୍ରଷ୍ଟ କର୍ମକର୍ତ୍ତା ମାନଙ୍କୁ ସହଯୋଗ କରି ସ୍ୱଛତାର ବାର୍ତ୍ତା ପ୍ରଦାନ କରିଥିଲେ ,ଜନସାଧାରଣ ଏଥିରେ ସାମିଲ ହେବା ନେମନ୍ତେ ଆହ୍ୱାନ ଦିଆଯାଇଥିଲା।

Advertisement