କନ୍ଧମାଳ,୧୧।୧(ଡ଼ି.ଏଚ/ ସୁରେଶ କୁମାର ପଣ୍ଡା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ହେବାକୁ ଥିବା ୩୩ତମ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ପ୍ରଚାର ପାଇଁ ଆଜି ଗାୟତ୍ରୀ ମନ୍ଦିର ଠାରେ ରଥ ପୂଜା କରାଯାଇ କୋଟଗଡ଼ ଅଭିମୁଖେ ଯାତ୍ରା କରାଯାଇଛି । ଏହି ଯଜ୍ଞ ଆସନ୍ତା 20/01/20 ରିଖ ଆରମ୍ଭ ହୋଇ 22/1/20ରିଖ ଦିନ ପୂର୍ଣ୍ଣାହୁତି ହେବ ଯଜ୍ଞରେ ହଜାର ହଜାର ଭକ୍ତଙ୍କ ଜନସମାଗମ ପାଇଁ ସଠିକ ବ୍ୟବସ୍ଥା କରାଯାଉଛି ବୋଲି ମନ୍ଦିର କମିଟିର ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ବେହେରା ପ୍ରକାଶ କରିଛନ୍ତି ।

















