Friday, November 20, 2026
ADVERTISEMENT
Home ଆଞ୍ଚଳିକ ପୁଅର କାଠଫାଳିଆ ମାଡରେ ବାପାଙ୍କ ମୁର୍ତ୍ୟୁ

ପୁଅର କାଠଫାଳିଆ ମାଡରେ ବାପାଙ୍କ ମୁର୍ତ୍ୟୁ

601
ADVERTISEMENT

ତୁମଡ଼ିବନ୍ଦ,୧୧।୧(ଡ଼ି.ଏଚ/ ନଳିନୀ କାନ୍ତ ମିଶ୍ର ) : ତୁମଡିବନ୍ଦ ବ୍ଲକ ବେଲଘର ଗ୍ରାମ ପଞ୍ଚାୟତର ଝରୀପଡ଼ା ଗ୍ରାମର ପୁଅଙ୍କ କାଠଫାଳିଆ ମାଡରେ ବାପା ଶ୍ରୀ ଅଗାଧୁ ନାୟକଙ୍କ ମୃତ୍ୟୁ ହୋଇଛି । ତୁମୁଡ଼ିବନ୍ଦ ସରକାରୀ ମେଡିକାଲରେ ପୋଷ୍ଟମୋଟମ କରିବା ପାଇଁ ମେଡିକାଲରେ ରଖାଯାଇଛି ଓ ଅଭିଯୁକ୍ତକୁ ଥାନାରେ ଅଟକରଖାଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ୍ୟୁ ଅଗାଧୁ ନାୟକଙ୍କୁ ଶବବ୍ୟବଛେଦ ପାଇଁ ପଠାଯିବା ସହ ପୁଅକୁ ପୋଲିସ ଗିରଫ କରି ବେଲଘର ଥାନାକୁ ନିଆଯାଇ ତାଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଶୁଣିବାକୁ ମିଳୁଛି ପୁଅ ପାଗଳ ହୋଇଥିବାରୁ ଏଭଳି କାଣ୍ଡ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି ।

Advertisement