କନ୍ଧମାଳ,୧୦।୧(ଡି.ଏଚ/ସୁରେଶ ପଣ୍ଡା) : ପ୍ରତିଶୁତି ଦେଲେ କନ୍ଧମାଳ ସାଂସଦ କନ୍ଧମାଳ ଉପଖଣ୍ଡ ସାମ୍ବାଦିକ ସଙ୍ଘ ବାଲିଗୁଡ଼ା ତରଫରୁ ଆଜି କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତଙ୍କୁ ଅନୁରୋଧ କରାଯାଇଥିଲା । ସାଂସଦ ମଧ୍ୟ୍ୟ ପ୍ରତିଶୃତି ଦେଇଛନ୍ତି ଏହାର କାର୍ଯ୍ୟକାରୀ ଖୁବ ଶୀଘ୍ର ହେବ, ବାଲିଗୁଡ଼ା ବରିଷ୍ଠ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ନାୟକ, ଚିତ ରଞ୍ଜନ ନାୟକ, ଭଗବତୀ ପ୍ରସାଦ ସାବତ, ସଞ୍ଜୟ ପାତ୍ର, ସୁରେଶ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
















